କଟକଣା ଯୁକ୍ତ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

Spread the love

କଟକଣା ଯୁକ୍ତ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ; ଚିଠିରେ ଉଲ୍ଲେଖ ରହିଛି ଯେ, ପୂର୍ବରୁ ବି ଭାରତରେ ଅନେକ ମହାମାରୀ ହୋଇଛି, ରଥଯାତ୍ରା ବନ୍ଦ ହୋଇନି, ସରକାର ପ୍ରତିଷେଧମୂଳକ ପଦକ୍ଷେପ ନେଇ ରଥଯାତ୍ରା କରାଇପାରିବେ, ପରମ୍ପରା ରକ୍ଷା ଓ ଭକ୍ତଙ୍କୁ ସୁରକ୍ଷା ଦେଖି କଟକଣାଯୁକ୍ତ ରଥଯାତ୍ରା ହେଉ

Related Posts

About The Author

Add Comment