Homeଜିଲ୍ଲା ପରିକ୍ରମାପୁରୀକଟକଣା ଯୁକ୍ତ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ କଟକଣା ଯୁକ୍ତ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ Manas Kumar Rout | April 30, 2020 | Spread the love କଟକଣା ଯୁକ୍ତ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ; ଚିଠିରେ ଉଲ୍ଲେଖ ରହିଛି ଯେ, ପୂର୍ବରୁ ବି ଭାରତରେ ଅନେକ ମହାମାରୀ ହୋଇଛି, ରଥଯାତ୍ରା ବନ୍ଦ ହୋଇନି, ସରକାର ପ୍ରତିଷେଧମୂଳକ ପଦକ୍ଷେପ ନେଇ ରଥଯାତ୍ରା କରାଇପାରିବେ, ପରମ୍ପରା ରକ୍ଷା ଓ ଭକ୍ତଙ୍କୁ ସୁରକ୍ଷା ଦେଖି କଟକଣାଯୁକ୍ତ ରଥଯାତ୍ରା ହେଉ Related Posts ମା ଗୋକୁଳା ଦେବୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ February 23, 2021 | Manas Kumar Rout | ଅଧିକ ପଢନ୍ତୁ ସାମ୍ବାଦିକ ମାନଙ୍କ ପେନସନ ଏବଂ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ March 22, 2024 | Hemanta Bhainsa | ଅଧିକ ପଢନ୍ତୁ ହେ ଜଗନ୍ନାଥ ତୁମେ ହିଁ ଭରସା…. July 21, 2020 | Sandhan News | ଅଧିକ ପଢନ୍ତୁ ବଜ୍ରପାତରେ ବାପ ମୃତ, ପୁଅ ଗୁରୁତର October 12, 2019 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସାମ୍ବାଦିକ ମାନଙ୍କ ପେନସନ ଏବଂ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ March 22, 2024 | Hemanta Bhainsa | ଅଧିକ ପଢନ୍ତୁ