Homeଜିଲ୍ଲା ପରିକ୍ରମାଭଦ୍ରକଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ ଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ Sandhan News | November 24, 2019 | Spread the love କୋଣାର୍କ, ୨୪/୧୧ (ସନ୍ଧାନ ନିଉଜ) : ଚନ୍ଦ୍ରଭାଗା ସମୁଦ୍ର କୂଳରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିଆଳି ଅଞ୍ଚଳର ହୋଇଥିବାବେଳେ ତାଙ୍କର ନାମ ସୌରଜିତ ରାଉତ। ସୌରଜିତ ଚନ୍ଦ୍ରଭାଗାକୁ ବୁଲିବା ପାଇଁ ଆସି ଗାଧୋଉଥିବା ସମୟରେ ବୁଡ଼ି ଯାଇଥିବା ସୂଚନା ମିଳିଛି। Related Posts ବିଦଗ୍ଧ ଚିନ୍ତାମଣି କାବ୍ୟର ଇଂରାଜୀ ଅନୁବାଦକଙ୍କୁ ସମ୍ବର୍ଦ୍ଧନା February 11, 2026 | Manas Kumar Rout | ଅଧିକ ପଢନ୍ତୁ ଯାଜପୁରରେ ପୌରପରିଷଦ ନିର୍ବାଚନ ଅନୁଷ୍ଟିତ March 25, 2022 | Sandhan News | ଅଧିକ ପଢନ୍ତୁ ବାହାନଗା ରେଳ ଦୁର୍ଘଟଣା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ କଟକରେ ରକ୍ତଦାନ ଶିବିର June 9, 2023 | Hemanta Bhainsa | ଅଧିକ ପଢନ୍ତୁ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍: ଭାରତକୁ ୨-୧ରେ ପରାସ୍ତ କରି ସେମିଫାଇନାଲରେ ନେଦରଲାଣ୍ଡସ୍ December 13, 2018 | Santosh Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ବିଦଗ୍ଧ ଚିନ୍ତାମଣି କାବ୍ୟର ଇଂରାଜୀ ଅନୁବାଦକଙ୍କୁ ସମ୍ବର୍ଦ୍ଧନା February 11, 2026 | Manas Kumar Rout | ଅଧିକ ପଢନ୍ତୁ
ବାହାନଗା ରେଳ ଦୁର୍ଘଟଣା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ କଟକରେ ରକ୍ତଦାନ ଶିବିର June 9, 2023 | Hemanta Bhainsa | ଅଧିକ ପଢନ୍ତୁ
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍: ଭାରତକୁ ୨-୧ରେ ପରାସ୍ତ କରି ସେମିଫାଇନାଲରେ ନେଦରଲାଣ୍ଡସ୍ December 13, 2018 | Santosh Rout | ଅଧିକ ପଢନ୍ତୁ