Homeଜିଲ୍ଲା ପରିକ୍ରମାଭଦ୍ରକଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ ଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ Sandhan News | November 24, 2019 | Spread the love କୋଣାର୍କ, ୨୪/୧୧ (ସନ୍ଧାନ ନିଉଜ) : ଚନ୍ଦ୍ରଭାଗା ସମୁଦ୍ର କୂଳରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିଆଳି ଅଞ୍ଚଳର ହୋଇଥିବାବେଳେ ତାଙ୍କର ନାମ ସୌରଜିତ ରାଉତ। ସୌରଜିତ ଚନ୍ଦ୍ରଭାଗାକୁ ବୁଲିବା ପାଇଁ ଆସି ଗାଧୋଉଥିବା ସମୟରେ ବୁଡ଼ି ଯାଇଥିବା ସୂଚନା ମିଳିଛି। Related Posts ଅନୁଭବଙ୍କ ନାମରେ ବର୍ଷା କଲେ ମାମଲା September 6, 2020 | Biswajit Parida | ଅଧିକ ପଢନ୍ତୁ ବଡଚଣା ଓ ବୈରୀ ଥାନା ପକ୍ଷରୁ ରାତ୍ରିକାଳୀନ ଯାଞ୍ଚ, ୬୨୦୦ ଟଙ୍କା ଜରିମାନା ଆଦାୟ May 24, 2018 | Manas Kumar Rout | ଅଧିକ ପଢନ୍ତୁ ଧର୍ମଶାଳା କଂଗ୍ରେସରେ ମିଶ୍ରଣପର୍ବରେ ବିଜେଡି ଓ ବିଜେପିର ବହୁ ନେତା କର୍ମୀ କଂଗ୍ରେସରେ ସାମିଲ August 5, 2018 | Santosh Rout | ଅଧିକ ପଢନ୍ତୁ ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର March 18, 2024 | sandhan@sambalpur@news | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ବଡଚଣା ଓ ବୈରୀ ଥାନା ପକ୍ଷରୁ ରାତ୍ରିକାଳୀନ ଯାଞ୍ଚ, ୬୨୦୦ ଟଙ୍କା ଜରିମାନା ଆଦାୟ May 24, 2018 | Manas Kumar Rout | ଅଧିକ ପଢନ୍ତୁ
ଧର୍ମଶାଳା କଂଗ୍ରେସରେ ମିଶ୍ରଣପର୍ବରେ ବିଜେଡି ଓ ବିଜେପିର ବହୁ ନେତା କର୍ମୀ କଂଗ୍ରେସରେ ସାମିଲ August 5, 2018 | Santosh Rout | ଅଧିକ ପଢନ୍ତୁ
ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର March 18, 2024 | sandhan@sambalpur@news | ଅଧିକ ପଢନ୍ତୁ