Homeଓଡିଶାଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ Manas Kumar Rout | June 9, 2018 | Spread the love ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପୁସ୍ତିକା ଉନ୍ମୋଚନ କରିବା ପରେ ଛାତ୍ରଛାତ୍ରୀମାନେ www.chseodisha.nic.inଓ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। Sandhan news Related Posts ମୃତ୍ୟୁ ପରେ ସ୍ୱର୍ଗଦ୍ୱାରରେ କାହିଁକି କରାଯାଏ ଦାହ ସଂସ୍କାର ? କଣ ରହିଛି ବିଶେଷତ୍ୱ ? ଜାଣନ୍ତୁ ସ୍ୱର୍ଗଦ୍ୱାରର ଅଜଣା କଥା December 10, 2019 | Manas Kumar Rout | ଅଧିକ ପଢନ୍ତୁ କପ୍ତିପଦା ଉପଖଣ୍ଡରେ କୃଷି ସମସ୍ୟା ପ୍ରତି ପ୍ରାଧାନ୍ୟ ଦିଆଯାଉ August 3, 2020 | Manas Kumar Rout | ଅଧିକ ପଢନ୍ତୁ ପତ୍ର ପତ୍ରିକା ପଞ୍ଜିକରଣ ତଥ୍ୟ ଆର୍.ଏନ୍.ଆଇ. କୁ ପ୍ରଦାନ ପାଇଁ ପରାମର୍ଶ December 2, 2021 | Sandhan News | ଅଧିକ ପଢନ୍ତୁ ଭଦ୍ରକ ତମାମ ପ୍ରତ୍ୟେକ ସାଇନବୋର୍ଡରେ ଓଡ଼ିଆ ଅକ୍ଷରରେ ଲେଖା ହେବ କେବେ ? November 16, 2019 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମୃତ୍ୟୁ ପରେ ସ୍ୱର୍ଗଦ୍ୱାରରେ କାହିଁକି କରାଯାଏ ଦାହ ସଂସ୍କାର ? କଣ ରହିଛି ବିଶେଷତ୍ୱ ? ଜାଣନ୍ତୁ ସ୍ୱର୍ଗଦ୍ୱାରର ଅଜଣା କଥା December 10, 2019 | Manas Kumar Rout | ଅଧିକ ପଢନ୍ତୁ
ପତ୍ର ପତ୍ରିକା ପଞ୍ଜିକରଣ ତଥ୍ୟ ଆର୍.ଏନ୍.ଆଇ. କୁ ପ୍ରଦାନ ପାଇଁ ପରାମର୍ଶ December 2, 2021 | Sandhan News | ଅଧିକ ପଢନ୍ତୁ
ଭଦ୍ରକ ତମାମ ପ୍ରତ୍ୟେକ ସାଇନବୋର୍ଡରେ ଓଡ଼ିଆ ଅକ୍ଷରରେ ଲେଖା ହେବ କେବେ ? November 16, 2019 | Sandhan News | ଅଧିକ ପଢନ୍ତୁ