Homeଜିଲ୍ଲା ପରିକ୍ରମାମୟୁରଭଞ୍ଜ2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Manas Kumar Rout | June 17, 2020 | Spread the love ଭୁବନେଶ୍ୱର, ୧୭/୦୬ (ସନ୍ଧାନ ନିଉଜ) ଲଦାଖ ସୀମାରେ ଶହିଦ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଯବାନଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । Related Posts ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା October 3, 2020 | Santosh Rout | ଅଧିକ ପଢନ୍ତୁ ସମସ୍ତଙ୍କ ସମ୍ମୁଖରେ ନିଜ ଉପରେ ଗୁଳି ଚଳାଇଥିଲେ ଜଜ୍ October 5, 2019 | Sandhan News | ଅଧିକ ପଢନ୍ତୁ ରାସଗୋବିନ୍ଦପୁର : ଗାଁ ଗାଁ ବୁଲିଲା ଗଜରାଜ August 26, 2020 | Santosh Rout | ଅଧିକ ପଢନ୍ତୁ Odisha 5T Secy Visits Schools January 18, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.