Homeଜିଲ୍ଲା ପରିକ୍ରମାମୟୁରଭଞ୍ଜ2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Manas Kumar Rout | June 17, 2020 | Spread the love ଭୁବନେଶ୍ୱର, ୧୭/୦୬ (ସନ୍ଧାନ ନିଉଜ) ଲଦାଖ ସୀମାରେ ଶହିଦ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଯବାନଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । Related Posts ଦୁର୍ଘଟଣାର କାରଣ ଓ ନିରାକରଣ ପାଇଁ ‘ଆପ’ ପ୍ରଚଳନ ବୈଠକ November 25, 2021 | Sandhan News | ଅଧିକ ପଢନ୍ତୁ ବସ୍ତି ଉଚ୍ଛେଦ ବିରୁଦ୍ଧରେ ବିକ୍ଷୋଭ June 9, 2018 | Manas Kumar Rout | ଅଧିକ ପଢନ୍ତୁ ୬ ବଖରା ପୋଡ଼ି ପାଉଁଷ : ୫ଟି ଗାଈ ଜୀବନ୍ତ ଦଗ୍ଧ October 22, 2019 | Manas Kumar Rout | ଅଧିକ ପଢନ୍ତୁ ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି October 21, 2019 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.