ସମ୍ବଲପୁରରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ 

Spread the love
  •  
  •  
  •  
  •  
  •  
ସମ୍ବଲପୁର, ୨୦/୨/୨୦ (ସନ୍ଧାନ ନିଉଜ) : ସମ୍ବଲପୁରରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ । ସମ୍ବଲପୁର କମିସନର କଲୋନୀ ହାଇସ୍କୁଲରେ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ପାଇଁ ଜଣେ ଯୁବତୀ ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି । ସମ୍ବଲପୁର ରେଙ୍ଗାଲୀ ଥାନା ତିଲିଆ ଗାଁର କମଳିନୀ ସେଠ୍ ନିଜେ ପରୀକ୍ଷାର୍ଥୀ ହୋଇ ନଥିବା ବେଳେ ଲକ୍ଷ୍ମଣ ମେହେରଙ୍କ ପାଇଁ ପରୀକ୍ଷା ଦେବାକୁ ଯାଇଥିଲେ ।

Related Posts

About The Author

Add Comment