Homeଜିଲ୍ଲା ପରିକ୍ରମାକେନ୍ଦୁଝରବସ ଓଲଟି ୬ ଶିଶୁଙ୍କ ସମେତ ୧୩ ଗୁରୁତର ବସ ଓଲଟି ୬ ଶିଶୁଙ୍କ ସମେତ ୧୩ ଗୁରୁତର Sandhan News | October 20, 2019 | Spread the love ତେଲକୋଇ, ୨୦/୧୦ (ସନ୍ଧାନ ନିଉଜ) : କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବସ ଓଲଟି ପଡି ୬ ଜଣ ଶିଶୁଙ୍କ ସମେତ ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବସଟି କେନ୍ଦୁଝର ମନୋହାପୁର ଗାଁରୁ ତେଲକୋଇର କତରାପାଲି ଯାଉଥିବା ଜଣାପଡିଛି। ଖବର ଲେଖା ହେବା ବେଳକୁ ଏନେଇ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ । Related Posts ହେରୋଇନ୍ ଜବତ: ପୃଥକ ପୃଥକ ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଗିରଫ June 7, 2018 | Manas Kumar Rout | ଅଧିକ ପଢନ୍ତୁ ରସୁଲପୁର ବ୍ଲକ ବିଦ୍ୟାଳୟ ସମୂହରେ ପାଳନ ହେଲାନି ଉତ୍କଳ ଦିବସ: ବରପୁତ୍ରଙ୍କୁ ମିଳିଲା ନି ଫୁଲମାଳଟିଏ, ମିଥ୍ୟା ମଧ୍ୟାହ୍ନ ଭୋଜନ ରିପୋର୍ଟ ପ୍ରଦାନ କରି ଅର୍ଥ ହଡପ୍ ସମୁଧା April 1, 2019 | Manas Kumar Rout | ଅଧିକ ପଢନ୍ତୁ ଧର୍ମଶାଳାର ମାଫିଆରାଜ ନବୀନବାବୁଙ୍କ ନୀତି ବିରୋଧ କାର୍ଯ୍ୟ March 28, 2021 | Sandhan News | ଅଧିକ ପଢନ୍ତୁ ବିନା ଠିକଣା ପ୍ରମାଣରେ ମିଳିବ ଗ୍ୟାସ୍ ସିଲିଣ୍ଡର୍; ଆଇଓସି କଲା ଟୁଇଟ୍ December 2, 2018 | Santosh Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ରସୁଲପୁର ବ୍ଲକ ବିଦ୍ୟାଳୟ ସମୂହରେ ପାଳନ ହେଲାନି ଉତ୍କଳ ଦିବସ: ବରପୁତ୍ରଙ୍କୁ ମିଳିଲା ନି ଫୁଲମାଳଟିଏ, ମିଥ୍ୟା ମଧ୍ୟାହ୍ନ ଭୋଜନ ରିପୋର୍ଟ ପ୍ରଦାନ କରି ଅର୍ଥ ହଡପ୍ ସମୁଧା April 1, 2019 | Manas Kumar Rout | ଅଧିକ ପଢନ୍ତୁ
ବିନା ଠିକଣା ପ୍ରମାଣରେ ମିଳିବ ଗ୍ୟାସ୍ ସିଲିଣ୍ଡର୍; ଆଇଓସି କଲା ଟୁଇଟ୍ December 2, 2018 | Santosh Rout | ଅଧିକ ପଢନ୍ତୁ