ଯାଜପୁର ୦୮/୦୬ (ସନ୍ଧାନ ନିଉଜ) ଚଳିତ ମାସ ପାଇଁ ସପ୍ତାହରେ ୨ଦିନ ଯଥା ଶନିବାର ଓ ରବିବାରକୁ ଲକଡାଉନ ଘୋଷଣା ପରେ ବରୀ ପ୍ରଶାସନ ତତ୍ପରତା ଦେଖାଇଛନ୍ତି । ପୁଲିସ ପକ୍ଷରୁ ବରୀ ଥାନା ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ପାଟୋ୍ରଲିଂ କଣ କରିବା ସହ ଅମାନିଆ ମାନଙ୍କୁ ସତର୍କ କରାଇ ଦିଆଯାଇଛି, ଘରୁ ଜନସାଧାରଣଙ୍କୁ ତାଗିଦ ମଧ୍ୟ କରାଯାଇଛି । ବରୀ ଭାରପ୍ରାପ୍ତ ବିଡିଓ ଶାସ୍ୱତ ଜେନା ତହସିଲଦାର ସରୋଜ କାନ୍ତ ନାୟକ ଥାନାଧିକାରୀ ମାର୍କଣ୍ଡେୟ ମିଶ୍ର ବରୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି ।
Related Posts
୧୯୯୮ ବ୍ୟାଚ ସହପାଠୀ ମାନଙ୍କ ବଂଧୁ ମିଳନ ପର୍ଵ ବନ୍ଧୁତା ଶବ୍ଦର ବାସ୍ତବତା ପ୍ରଭୂ ଲୀଳାମୟ ପୁରୁଷ ଶ୍ରୀକୃଷ୍ଣ ଓ ସୁଦମାଙ୍କ ପ୍ରେମରୁ ସ୍ପଷ୍ଟ ଅନୁମେୟ
ମହାନ୍ ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନକାରୀ ଚିତ୍ର
ବେଆଇନ ପଥର ବ୍ଲାଷ୍ଟିଙ୍ଗ: ଅଳ୍ପକେ ବର୍ତ୍ତିଲେ ଅନେକ ଶ୍ରମିକ, ଆନ୍ଦୋଳନ ପାଇଁ ଚେତାବନି



