Homeଜିଲ୍ଲା ପରିକ୍ରମାଯାଜପୁରନିଳାଞ୍ଚଳ ଇସ୍ପାତ କାରଖାନାରେ ଯୁବତୀଙ୍କ ମୃତ ନିଳାଞ୍ଚଳ ଇସ୍ପାତ କାରଖାନାରେ ଯୁବତୀଙ୍କ ମୃତ Manas Kumar Rout | May 25, 2019 | Spread the love ଯାଜପୁର, ୨୫ /୫ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) କଳିଙ୍ଗ ନଗର ସ୍ଥିତ ଇସ୍ପାତ କାରଖାନାରେ ଆଜି ସକାଳ ପ୍ରାୟ ୮ .୪୦ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ କାରଖାନାର ଜଣେ ମହିଳା କର୍ମଚାରୀଙ୍କର ମୃତ୍ୟୁ ଘଟିଛି , ସେ ଦୀର୍ଘ ଆଠ ଦଶ ବର୍ଷ ହେବ ନିଳାଞ୍ଚଳ ଇସ୍ପାତ କାରଖାନାରେ ଏସ୍ ମେସ୍ ସି ସି ପି ସାଇଟି୍୍ ରେ ଓସିଟି ରୂପେ କାର୍ଯ୍ୟ କରିଆସୁଥିଲେ । ସେ ଆଜି ସକାଳେ ପ୍ରତେକ ଦିନପରି ଆଜି ମଧ୍ୟ କାର୍ଯ୍ୟକୁ ଯାଇଥିଲେ ।ସେ ପଂଚିଙ୍ଗି ମାରିସାରି ସାଇଟି ଉପରକୁ ଗଲାବେଳକୁ ହଟାତ ଏକ ମାଲେ ବୋଝେଇ ଟ୍ରେନ ଦ୍ରୁତଗତିରେ ଆସି ତାଙ୍କ ଉପରେ ମାଡି ଯାଇଥିଲା । ସେଠାରେ କୌଣସି ଗେଟେ କିମ୍ବା ବାଡ଼ ନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି ।ତାଙ୍କ ଘର ଧର୍ମଶାଳା ବ୍ଲକ ଜେନାପୁର ଥାନା ରଖିଦେଇପୁର ପାଞ୍ଚାୟତ ପାଇକରାପୁର ଗ୍ରାମର କାଳନ୍ଦୀ ରାଉତଙ୍କ ଝିଅ ଅର୍ଣ୍ଣଙ୍ଗ ମଞ୍ଜରୀ ରାଉତ ୩୭ ବୋଲି ଜଣା ପଡ଼ିଛି । ସେ କଲିକତାର ଦୁର୍ଗା ପୁରରେ ବିଭାହ କରିଥିଲେ ।ତାଙ୍କ ସ୍ୱାମୀ ଅର୍ବାନ କୁମାର ଘୋଷ ସେ ସେହି କାରଖାନାରେ ଆଗରୁ କାମ କରୁଥିବା ଜଣା ପଡ଼ିଛି ,ଏବେ ସେ ପାଟଣା ରାଞ୍ଚୀରେ ଆଉ ଏକ କାରଖାନାରେ କାର୍ଯ୍ୟ କରୁଛନ୍ତି ।ସେ ନିକଟସ୍ଥ ଦାନଗଦିରେ ତାଙ୍କର ଏକ ୧୧ ମାସର ଛୋଟ ଝିଅକୁ ଧରି ରହୁଥିଲେ । Related Posts ନିଟ୍ ପେପର ଲିକ୍ ମାମଲା: ସମ୍ବଲପୁରରେ କଂଗ୍ରେସର ବିଶାଳ ଛାତ୍ରଯୁବ ଆକ୍ରୋଶ ସମାବେଶ; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କହ୍ନେୟା କୁମାର June 11, 2026 | Hemanta Bhainsa | ଅଧିକ ପଢନ୍ତୁ ବରୀ ଭାଜପା ପକ୍ଷରୁ ମିଶ୍ରଣ ପର୍ବ, ବିଜେଡି ଛାଡିଲେ ଛାମୁଆ ନେତାଙ୍କ ସମେତ ୩ଶହରୁ ଉର୍ଦ୍ଧ କର୍ମୀ April 11, 2019 | Manas Kumar Rout | ଅଧିକ ପଢନ୍ତୁ ଭଦ୍ରକରେ ଭୁଶୁଡ଼ୁଛି ବିଜେଡ଼ି ଗଡ଼, ପୁଣି ଦଳ ଛାଡ଼ିଲେ ୫ ସମିତି ସଭ୍ୟ ଏବଂ ତୁଙ୍ଗ ନେତା December 1, 2025 | Manas Kumar Rout | ଅଧିକ ପଢନ୍ତୁ ଦାଦନ ଶ୍ରମିକ ହୋଇପାରନ୍ତି କରୋନାର ବାହକ April 13, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ନିଟ୍ ପେପର ଲିକ୍ ମାମଲା: ସମ୍ବଲପୁରରେ କଂଗ୍ରେସର ବିଶାଳ ଛାତ୍ରଯୁବ ଆକ୍ରୋଶ ସମାବେଶ; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କହ୍ନେୟା କୁମାର June 11, 2026 | Hemanta Bhainsa | ଅଧିକ ପଢନ୍ତୁ
ବରୀ ଭାଜପା ପକ୍ଷରୁ ମିଶ୍ରଣ ପର୍ବ, ବିଜେଡି ଛାଡିଲେ ଛାମୁଆ ନେତାଙ୍କ ସମେତ ୩ଶହରୁ ଉର୍ଦ୍ଧ କର୍ମୀ April 11, 2019 | Manas Kumar Rout | ଅଧିକ ପଢନ୍ତୁ
ଭଦ୍ରକରେ ଭୁଶୁଡ଼ୁଛି ବିଜେଡ଼ି ଗଡ଼, ପୁଣି ଦଳ ଛାଡ଼ିଲେ ୫ ସମିତି ସଭ୍ୟ ଏବଂ ତୁଙ୍ଗ ନେତା December 1, 2025 | Manas Kumar Rout | ଅଧିକ ପଢନ୍ତୁ