ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

Spread the love

ନୂଆଦିଲ୍ଲୀ, ୧୦/୮ (ସନ୍ଧନ ନିଉଜ) : ଜମ୍ମୁ କଶ୍ମୀର ଓ ଲଦାଖକୁ ନେଇ ଐତିହାସିକ ନିଷ୍ପତ୍ତି ପରେ ଏବେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ସୂଚନାଯୋଗ୍ୟ ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏବେ ଏହି ୩ଟି ରାଜ୍ୟରେ ବିଜେପି ସରକାର ପରିଚାଳିତ ହେଉଛି। ଏଥି ପାଇଁ ସରକାର ବଂଚାଇବାକୁ ବିଜେପି ଶତପ୍ରତିଶତ ଉଦ୍ୟମ କରୁଛି। ଦିଲ୍ଲୀ, ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶୁକ୍ରବାର ତିନି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ଉପ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି।

Related Posts

About The Author

Add Comment