୮ଟଙ୍କା କମିଲା କମିଲା ଡିଜେଲ ଦର

Spread the love

ନୁଆଦିଲ୍ଲୀ, ୩୦/୦୭ (ସନ୍ଧାନ ନିୟୁଜ୍) ଦିଲ୍ଲୀରେ ଅରବିନ୍ଦ କେଜେରିୱାଲ ସରକାର ଡିଜେଲ ଉପରୁ ଭାଟ୍ ଦର ହ୍ରାସ କରିଛନ୍ତି । ଫଳରେ ଦିଲ୍ଲୀରେ ଏବେ ଡିଜେଲ ଦର ପ୍ରାୟ ୮ଟଙ୍କା କମିଥିବା ଜଣାଯାଇଛି । ଆପ ସରକାର ପୂର୍ବରୁ ଭାଟ ୩୦ପ୍ରତିଶତ ନେଇଥିବା ବେଳେ ଏବେ ୧୬.୩୫ ପ୍ରତିଶତ କରିଛି । ଫଳରେ ପାଖାପାଖି ୮ ଟଙ୍କା ଡିଜେଲ ଦର କମିଛି । ଦିଲ୍ଲୀରେ ବର୍ତମାନ ୮୨ଟଙ୍କା ଥିବା ବେଳେ ଏହା ୭୩.୬୪ଟଙ୍କାକୁ ଖସି ଆସିଛି । ବହୁ ଗାଡିଚାଳକ ଏଥିନିମନ୍ତେ ସାମନ୍ୟ ଆସ୍ୱସ୍ତିତ ଲାଭ କରିଥିବା ବେଳେ କେନ୍ଦ୍ରସକାର ପେଟ୍ରୋଲ ଏବଂ ଡିଜେଲ ଦର କମାଇବାକୁ ବିଭିନ୍ନ ରାଜନୌତିକ ଏବଂ ସାଧରଣ ଲୋକେ ଦାବି କରିଛନ୍ତି ।

Related Posts

About The Author

Add Comment