୨୧ରେ ଆରପିଡିଏସି ବୈଠକ

Spread the love
ରାଉରକେଲା, ୦୬/୧୨ (ସନ୍ଧାନ ନିୟୁଜ): ଆସନ୍ତା ୨୧ରେ ଇସ୍ପାତ କାରଖାନାକୁ ନେଇ 6ତମ ଆରପିଡିଏସି ବୈଠକ । ରାଉରକେଲା ଆଇଟିଡିଏ ହଲରେ ବୈଠକ ଡାକିଲେ ଉତ୍ତରାଞ୍ଚଳ ଆରଡିସି । ସାଂସଦ ଜୁଏଲ ଓରାମ, ବିଧାୟକ ଶାରଦା ପ୍ରସାଦ ନାୟକ, ସୁବ୍ରତ ତରାଇଙ୍କ ସହ ସମସ୍ତ ସରକାରୀ ଅଧିକାରୀ ଓ କାରଖାନାର ସିଇଓ ଏହି ବୈଠକରେ ଉପସ୍ଥିତ ରହିବେ । ବିସ୍ଥାପିତମାନଙ୍କ ସମସ୍ୟା ଦିନକୁ ଦିନ ମୁଣ୍ଡ ଟେକୁ ଥିବାବେଳେ ଏହା ଏକ ବଡ଼ ଫୋରମ । ପୂର୍ବରୁ ଏହି ଫୋରମରେ ନିଆଯାଇ ଥିବା ନିଷ୍ପତ୍ତି ବର୍ତ୍ତମାନ ଯାଏଁ କାର୍ଯ୍ୟକାରୀ ହୋଇନାହିଁ ।

Report- S Nayak

Related Posts

About The Author

Add Comment