Homeଅପରାଧ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା Manas Kumar Rout | July 18, 2019 | Spread the love ନୂଆଦିଲ୍ଲୀ,୧୮/୭ (ସନ୍ଧାନ ନିୟୁଜ ) ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ୨ ଲକ୍ଷ ୭୩ ହଜାର ୬ ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବନ୍ୟା ଯୋଗୁ ୨୭ ଲକ୍ଷ ଲୋକ ବେଘର ହୋଇଥିଲେ। ସେଥିମଧ୍ୟରୁ କେରଳର ୧୫ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କୁ ୫ ହଜାର ୬ଶହ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ୧୯୫୩ରୁ ୨୦୧୭ ମଧ୍ୟରେ ଗତ ୬୪ ବର୍ଷ ମଧ୍ୟରେ ହୋଇଥିବା ବନ୍ୟାରେ ଲକ୍ଷେ ୭ ହଜାର ୪ଶହ ୮୭ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତିବର୍ଷ ବନ୍ୟାରେ ହାରାହାରି ୧୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। Related Posts ସବୁଠି ଗୋଟିଏ ଚର୍ଚ୍ଚା; ପାଣ୍ଡିଆନ ଗଲେ କୁଆଡ଼େ ? June 5, 2024 | Hemanta Bhainsa | ଅଧିକ ପଢନ୍ତୁ ପ୍ରଥମ ଦିନରୁ ହିଁ ପାକିସ୍ତାନକୁ ଚେତାବନୀ ଶୁଣାଇଲେ ସେନାମୁଖ୍ୟ January 1, 2020 | Sandhan News | ଅଧିକ ପଢନ୍ତୁ ଆସାମ ବନ୍ୟା: ୩୨ ଜିଲ୍ଲାରେ ୩୧ ଲକ୍ଷ ଲୋକ ପ୍ରଭାବିତ; ୪୨ ମୃତ, ୮ ନିଖୋଜ June 19, 2022 | Sandhan News | ଅଧିକ ପଢନ୍ତୁ ସୁପ୍ରତିଭା ଓ ଗୁଞ୍ଜ ପକ୍ଷରୁ କରୋନା ମହାମାରୀ ସମୟରେ ସେଵାକାର୍ଯ୍ୟ ସାଧାରଣରେ ଉଚ୍ଚ ପ୍ରସଂଶା June 22, 2021 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଆସାମ ବନ୍ୟା: ୩୨ ଜିଲ୍ଲାରେ ୩୧ ଲକ୍ଷ ଲୋକ ପ୍ରଭାବିତ; ୪୨ ମୃତ, ୮ ନିଖୋଜ June 19, 2022 | Sandhan News | ଅଧିକ ପଢନ୍ତୁ
ସୁପ୍ରତିଭା ଓ ଗୁଞ୍ଜ ପକ୍ଷରୁ କରୋନା ମହାମାରୀ ସମୟରେ ସେଵାକାର୍ଯ୍ୟ ସାଧାରଣରେ ଉଚ୍ଚ ପ୍ରସଂଶା June 22, 2021 | Sandhan News | ଅଧିକ ପଢନ୍ତୁ