Homeଅପରାଧ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା Manas Kumar Rout | July 18, 2019 | Spread the love ନୂଆଦିଲ୍ଲୀ,୧୮/୭ (ସନ୍ଧାନ ନିୟୁଜ ) ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ୨ ଲକ୍ଷ ୭୩ ହଜାର ୬ ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବନ୍ୟା ଯୋଗୁ ୨୭ ଲକ୍ଷ ଲୋକ ବେଘର ହୋଇଥିଲେ। ସେଥିମଧ୍ୟରୁ କେରଳର ୧୫ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କୁ ୫ ହଜାର ୬ଶହ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ୧୯୫୩ରୁ ୨୦୧୭ ମଧ୍ୟରେ ଗତ ୬୪ ବର୍ଷ ମଧ୍ୟରେ ହୋଇଥିବା ବନ୍ୟାରେ ଲକ୍ଷେ ୭ ହଜାର ୪ଶହ ୮୭ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତିବର୍ଷ ବନ୍ୟାରେ ହାରାହାରି ୧୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। Related Posts ବ୍ରହ୍ମପୁର ରେ ସିଦ୍ଧାନ୍ତ ଙ୍କୁ ମିଳିବନି ଟିକେଟ ,ବିଜେଡି ପାଇଁ ଲଢ଼ିବେ ରାଜକୁମାରୀ କଲ୍ୟାଣୀ ଦେବୀ March 15, 2019 | Manas Kumar Rout | ଅଧିକ ପଢନ୍ତୁ ଗଣଦୁଷ୍କର୍ମର ଶିକାର ହେଲେ ମହିଳା January 9, 2021 | Manas Kumar Rout | ଅଧିକ ପଢନ୍ତୁ ଗବେଷଣାଗାରେ ଲାଗୁନି ଶିମିଳିପାଳ July 15, 2020 | Manas Kumar Rout | ଅଧିକ ପଢନ୍ତୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନିଷଙ୍କ ମୃତଦେହ ଉଦ୍ଧାର October 10, 2021 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବ୍ରହ୍ମପୁର ରେ ସିଦ୍ଧାନ୍ତ ଙ୍କୁ ମିଳିବନି ଟିକେଟ ,ବିଜେଡି ପାଇଁ ଲଢ଼ିବେ ରାଜକୁମାରୀ କଲ୍ୟାଣୀ ଦେବୀ March 15, 2019 | Manas Kumar Rout | ଅଧିକ ପଢନ୍ତୁ
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନିଷଙ୍କ ମୃତଦେହ ଉଦ୍ଧାର October 10, 2021 | Sandhan News | ଅଧିକ ପଢନ୍ତୁ