“ୟାସ୍”ର ତାଣ୍ଡବ ପରେ ପୁନଃଉଦ୍ଧାର କାର୍ଯ୍ୟ ଯୋରଦାର

Spread the love

ଭୁବନେଶ୍ଵର,26/05/2021 (ସନ୍ଧାନ ନିଉଜ):ବର ସାମୁଦ୍ରିକ ଝଡ “ୟାସ୍” ଧାମରାର ଉତ୍ତର ଏବଂ ବାଲେଶ୍ବରର ଦକ୍ଷିଣ ମଧ୍ୟରେ ଅବତରଣ କରିବା ପରେ ଓଡିଶାର ଉତ୍ତର-ଉପକୂଳ ଦେଇ ଗତି କରିବା ପରେ ଦୁର୍ବଳ ହେବାପରେ  ପୁନରୁଦ୍ଧାର କାର୍ଯ୍ୟ ରେ ନିୟୋଜିତ ବିପର୍ଯ୍ୟୟ ପରିଚାଳନା  ଯବାନମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବ୍ୟାପକ କ୍ଷୟକ୍ଷତି ଏବଂ ବ୍ୟାପକ ସ୍ଥାନାନ୍ତର ଅଭିଜ୍ଞତାକୁ ନେଇକରି 60 ଟି ODRAF, 52 NDRF ଏବଂ 200 ରୁ ଅଧିକ ଅଗ୍ନିଶମ ବାହିନୀକୁ ଉତ୍ତର, ଉତ୍ତର-ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ବିଭିନ୍ନ ଜିଲ୍ଲାରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

Related Posts

About The Author

Add Comment