ହକି ମାନ୍ୟତାରେ ଭାରତ ପଞ୍ଚମ

Spread the love
  • 9
    Shares

ନୂଆଦିଲ୍ଲୀ 18/07 (ସନ୍ଧାନ ନିୟୁଜ) : ଗତ ମାସରେ ଶେଷ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ଉପବିଜେତା ଭାରତୀୟ ପୁରୁଷ ହକି ଦଳ ବିଶ୍ୱ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚିଛି। ଭାରତ ୧୪୮୪ ପଏଣ୍ଟ୍‌ ପାଇଥିଲା ବେଳେ ଚାମ୍ପିୟନ୍ସ ଟ୍ରଫି ବିଜେତା ଅଷ୍ଟ୍ରେଲିଆ (୧୯୦୬ ପଏଣ୍ଟ୍‌) ମଙ୍ଗଳବାର ପ୍ରକାଶିତ ତାଲିକାର ଶୀର୍ଷରେ ରହିଛି। ଆର୍ଜେଣ୍ଟିନା (୧୮୮୩) ଦ୍ୱିତୀୟ, ବେଲଜିୟମ (୧୭୦୯) ତୃତୀୟ ଓ ନେଦରଲାଣ୍ଡ (୧୬୫୪) ଚତୁର୍ଥରେ ରହିଛିି। ଜର୍ମାନି (୧୪୫୬) ପଞ୍ଚମରୁ ଷଷ୍ଠକୁ ଖସି ଯାଇଛି।

  • 9
    Shares

Related Posts

About The Author

Add Comment