ସୂଚନା ଫଳକ ଭଙ୍ଗଯିବା ଘଟଣାକୁ ନେଇ ଥାନାରେ ଏତଲା

Spread the love

ଯାଜପୁର ସଦର,୧୦ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କଚେରୀ ପଡ଼ିଆରେ ବିକଶିତ ଗାଁ ବିକଶିତ ଓଡ଼ିଶା(ବିଜିବିଓ) ଯୋଜନା ମେଲଣ ପଡ଼ିଆ ଭୋଗ ମଣ୍ଡପ ପ୍ରକଳ୍ପର ନିର୍ମାଣ କରାଯିବାପାଇଁ ଡିସ୍‌ପ୍ଲେ ବୋର୍ଡ଼କୁ ଗତ ୬ତରିଖରେ କେହି ଦୃବୁର୍ତ୍ତ ଭାଙ୍ଗିଦେବାରୁ ସମରେନ୍ଦ୍ର ଜେନାଙ୍କ ସମେତ କେତେକ ଗ୍ରାମବାସୀ ବିଡିଓ ରସୁଲପୁରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ରସୁଲପୁର ବିଡିଓ ସତ୍ୟାନନ୍ଦ ଦାସ ଦୋଷିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ କରାଯିବା କୁଆଖିଆ ଥାନାରେ ଅଭିଯୋଗ କରିଥିବା ଜଣାଯାଇଚି । ଘଟଣାର ତଦନ୍ତ ଜାରି ରହଚି ।

Related Posts

About The Author

Add Comment