ସୁନ୍ଦରଗଡ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଡେଙ୍ଗିଭାଡ଼ି ର ଛାତ୍ରୀ ଶ୍ରୁତି ପଟେଲ ୯୩.୩୩୮%ରଖି ହେଲେ ପ୍ରଥମ

Spread the love

ସୁନ୍ଦରଗଡ ତା: ୩/୫)୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଚଳିତ ବର୍ଷ ସୁନ୍ଦରଗଡ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଡେଙ୍ଗିଭାଡ଼ି ଦଶମଶ୍ରେଣୀ ଛାତ୍ରୀ ସୃତି ପଟେଲ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସରସ୍ଵତୀ ବିଦ୍ୟାମନ୍ଦିରରେ ୮୧ଜଣ ପରୀକ୍ଷା ଦେଇଥିବା ବେଳେ ଶ୍ରୁତି ପଟେଲ ୫୬୦ ନମ୍ବର (୯୩.୩୩) ରଖି ପ୍ରଥମ୍ ସ୍ଥାନ ଅଧିକାର କରିଛନ୍ତି। ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ କିରାଲଗା ଗ୍ରାମର ଶଙ୍କର୍ଷଣ ପଟେଲ ଓ ବିଜୟିନି ଙ୍କ କନ୍ୟା ଶ୍ରୁତି ପଟେଲ ପିଲାବେଳୁ ମେଧାବୀ ଥିବା ବେଳେ ପାଠପଢା ପ୍ରତି ତାଙ୍କ ବିଶେଷ ରୁଚି ରହିଥିଲା। ଭବିଷ୍ୟତରେ ଶ୍ରୁତି ଶିକ୍ଷା କ୍ଷେତ୍ରରେ ନିଜର କେରିୟର କରିବେ ବୋଲି ମତ ରଖିବା ସହିତ ଏହାର ସଫଲତା ପାଇଁ ପିତା,ମାତା ସହିତ ନିଜର ଗୁରୁଜନ ମାନଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏହି ସଫଲତା ପାଇଁ ତାଙ୍କ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଅଞ୍ଚଳବାସୀ ଙ୍କୁ ଶୁଭେଛା ଜଣାଇଛନ୍ତି ।

Related Posts

About The Author

Add Comment