ଶୁଭ୍ରାଂଶୁ ପଣ୍ଡା (ସୁନ୍ଦରଗଡ) – ସୁନ୍ଦରଗଡରେ ଖୋଲିଲା ବିଶାଳ ମେଗାମାର୍ଟ ର ନୂଆ ଶପିଂମୋଲ I ସୁନ୍ଦରଗଡ ର ମୁଖ୍ୟ ସ୍ଥାନରେ ହୋଇଥିବା ହେତୁ ଲୋକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ଇ ଆକର୍ଷଣୀଅ ଲୁଗା ପଟା ସହିତ ଆକର୍ଷଣୀରେ ଅଫର ଯୋଗୁ ଲୋକମାନଙ୍କର ଭିଡ ଏତେ ଜମିଯାଇଥିଲାଯେ ବାଧ୍ୟ ହୋଇ ମୋଲ ଦ୍ଵାରା ଆଜି ଆଉ ଆଜି ବିଲିଂ ହୋଇପାରିବନି ବୋଲି ଆଲାଉନ୍ସ କରିବାକୁ ପଡିଥିଲା I କିଛିଦିନ ପୂର୍ବରୁ ହିଁ ବିଶାଳ ମେଗା ମାର୍ଟ ର ଆଇପିଓ
ଷ୍ଟୋକ ମାର୍କେଟ ରେ ଲିଷ୍ଟ ହୋଇଛି I ଭବାନୀ ଭବନ ପଡିଆ ସମୁଖରେ ବିରାଟ ବିଡିଂରେ ବିଶାଳ ମେଗା ମାର୍ଟ ର ନୂଆ ଶପିଂମୋଲ ଖୋଲା ହୋଇଛି , ଯୋଉଠିକି ଗ୍ରୋସରୀ ଠୁ ନେଇକି ଷ୍ଟେସନାରୀ ଏବଂ ଲୁଗାପଟା ସମସ୍ତ ପ୍ରକାର ଘରୋଇ ଜିନିଷ ବହୁତ ରିହାତି ରେ ମିଳୁଥିବା ଦେଖିବାକୁ ମିଳିଛି I
ସୁନ୍ଦରଗଡରେ ଖୋଲିଲା ବିଶାଳ ମେଗାମାର୍ଟ ର ନୂଆ ଶପିଂମୋଲ
|
March 23, 2025 |
