ସିରିଜ ଦୁର୍ଘଟଣା  ହାଇଓ୍ବା ଧକାରେ ଟ୍ରାକଟର ଓ ମାରୁତୀ ସୁଇପ୍ଟ୍ ଚୂରମାର, 

Spread the love

ଢେଙ୍କାନାଳ/ଭୁବନ/୦୩-୧୨/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ)  ଜାତୀୟ ରାଜପଥ ୫୩ ଅନନ୍ତପୁର ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଭଦ୍ରକର ଓଟିଭି କର୍ମଚାରୀ ସୁଭେନ୍ଦୁ ବିଶ୍ବାଳ ଗୁରୁତର ହୋଇଥିବାବେଳେ ତାଙ୍କ ଡ୍ରାଇଭର ବାପୁ କୁଣ୍ଡୁ ଅତି ଗୁରୁତର ଅବସ୍ଥାରେ ମାରୁତୀ ସୁଇପ୍ଟ୍  ଡୋର କାଟି ଉଦ୍ଧାର କଲେ ଭୁବନ ଅଗ୍ନିଶମ ବାହିନୀ। ଭଦ୍ରକ ରୁ ଭୁବନ ଆସୁଥିବାବେଳେ ବିପରୀତ ରଙ୍ଗ ରୁଟ ରେ  ଚୋରା ମେଟାଲ ବୋଝେଇ ଏକ ଟ୍ରାକ୍ଟର କୁ ଭୁବନ ଆଡୁ ଯାଉଥିବାରୁ ଦୃତଗତିରେ ଆସୁଥିବା ଏକ ହାଇଓ୍ବା ପ୍ରଥମେ ଟ୍ରାକଟର ଓ ପରେ  ମାରୁତୀ ସୁଇପ୍ଟ୍ ଧକ୍କା ଦେଇ ହାଇଓ୍ବା ଗାଡିନେଇ ଡ୍ରାଇଭର ଫେରାର ହୋଇଯାଇଛି। ତେବେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଉଭୟଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଛନ୍ତି। ତେବେ ମାରୁତି ସୁଇପ୍ଟ୍  ଡ୍ରାଇଭର ଅତି ଗୁରୁତର ଥିବା ଜଣା ପଡିଛି ।

Related Posts

About The Author

Add Comment