ଆଜି ସାବିତ୍ରୀ ଅମାବାସ୍ୟା ଅବସରରେ ଘରେ ଘରେ ବ୍ରତ ପାଳନ୍ କରୁଛନ୍ତି ଶଧବା । ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ପୀଠ ରେ ଦେଖିବାକୁ ମିଳୁଚି ଶ୍ରଦ୍ଧାଳୁଙ୍କ ଭିଡ । । ପୁରାଣୀକ ଅନୁସାରେ କୁହାଯାଏ ସ୍ଵାମୀଙ୍କ ମଙ୍ଗଳ କାମନା କରିଥାନ୍ତି ଏହି ପୂଜା । ଯମରାଜ୍ ଙ୍କ ପଛରେ ଯାଇ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେଇ ପୌରାଣିକ କଥାକୁ ମନେ ପକାଇ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ସକାଳୁ ପୂଜାର୍ଚ୍ଚନା ପାଇ ଜିଲ୍ଲା ର ପ୍ରତ୍ୟେକ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିବା ଦେଖିବାକୁ ମିଳିଥିଲା । ହାତରେ ଭୋଗ ମନରେ ଉତ୍ସାହ ନେଇ ଦେବାକୁ ଯାଉଥିବା ବେଳେ ଆମ୍ବ,କଦଳୀ, ନଡିଆ କାକୁଡି,ତାଳ,ଖଜୁରୀ ଆଦି ନେଇ ପୂଜା କରୁଥିବା ଦେଖିବାକୁ ମିଳିଛି ।