ସୁନ୍ଦରଗଡ ତା:୩/୯/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସୁନ୍ଦରଗଡ ଅବକାରୀ ଉପନିରୀକ୍ଷକ ହୀରା ଦଳପତି ଆଜି ଜମୁନାରେ ଅତର୍କିତ ଚଢ଼ାଉ କରି ୧୦ଲିଟର ମହୁଲି ମଦ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଦେଶୀ ମହୁଲି ମଦ ବିକ୍ରିକରିବାକୁ ନେଉଥିବା ସମୟରେ ଏହା ଅବକାରୀ ବିଭାଗ ହାତରେ ଧରାପଡିଥିଲା । ଅବକାରୀ ବିଭାଗ ପିଆର କେଶ ନମ୍ବରରେ ଅନ୍ତର୍ଭୁକ୍ତ କରି
ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋଟ ନୋଟିସ ଦେଇ ଛାଡିଥିବା ଜଣାପଡିଛି ।ଅଭିଯୁକ୍ତଙ୍କ ନାମ ପ୍ରଫୁଲ୍ଲ ଲାକ୍ରା ଓ ସେ ତଲସରା ଥାନା ଅନ୍ତର୍ଗତ ମୟାବାହାଲ ଗ୍ରାମର ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି ।
ସବଡେଗା ବ୍ଲକ ଯମୁନାର ଚଢ଼ାଉ ,୧୦ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ
|
September 5, 2021 |
