ଗଁଦୀଆ/୨୫/୧୨/ସନ୍ଧାନ ନିଉଜ୍/ ପ୍ରଶାସନର ଖାମଖିଆଲି ନୀତି ଯୋଗୁ ଆଉଗୋଟିଏ ମାଇହାତୀ ର ମୃତ୍ୟୁ ଘଟିଛି ଘଟଣାର ପୁରାଵିଵରଣୀ ଆମେ ସନ୍ଧାନନିଉଜ୍
ମାଧ୍ୟମରେ ସୂଚାଇ ଦେଵୁ ଢେଙ୍କାନାଳ
ଜିଲ୍ଲା ସଢଗିଂ ବନ୍ୟାଞ୍ଚଳ ଫରେଷ୍ଟ ରୋଡରେ ଏକ ମାଇହାତୀ ସରକାର କରି
ଥିବା ଡ୍ରେନ ରେ ପଡି ଯିବାରୁ ପେଟର
ଥିବା ଶାବକ ଆଘାତ ପାଇଥିଲା ହାତିଟି ଜନ୍ତ୍ରଣା ସହ୍ୟ ନକରିପାରି ତାର ମ୍ରୃର୍ତୁହୋଇଛି ଵୋଲି ପ୍ରାଥମିକ ସନ୍ଧାନରୁ ଜଣାପଡିଛି। ଏଠି ପ୍ରଶ୍ନ
ଉଠୁଛି ୨ରୁ୩ମାସ ହେବ ଲଗାତର
ହାତୀ ମରିଵାର ଏହେଉଛି ଏକମାତ୍ର
ଜିଲ୍ଲା ଢେଙ୍କାନାଳ। ଜଦି ପ୍ରଶାସନ ଏହା ପ୍ରତି ଦ୍ରୁଷ୍ଟି ନ ଦିଏ ଆଗାମି ଦିନରେ। ହାତୀ ଗୋଟିଏ ଇତିହାସ
ହୋଇଯିବ ଵୋଲି ଵ୍ରୃଧି ଜୀବି
ମହଲରେ ଆଲୋଚନା ଜୋର ଧରିଛି ।



