ରାଜଧାନୀ ଏକ୍ସପ୍ରେସରୁ  ଗଞ୍ଜେଇ ଜବତ

Spread the love
ରାଉରକେଲା, ୨/୨/୨୦ (ସନ୍ଧାନ ନିଉଜ) : ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରୁ RPF 5 କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଜବତ ପରେ ଏହାକୁ ରେଳବାଇ ପୋଲିସକୁ ହସ୍ତାନ୍ତର କରିଛି। ଟ୍ରେନରେ ସମ୍ବଲପୁରରେ ଏକ ସନ୍ଦିଗ୍ଧ ବ୍ୟାଗ୍ ଦେଖି ଟ୍ରେନ ଟିଟି RPFକୁ ଖବର ଦେଇଥିଲେ। ଟ୍ରେନ ଭିତରେ ବହୁତ୍ ସମୟ ଧରି କିଏ ବ୍ୟାଗ୍ ନନେବାରୁ ରାଉରକେଲା ରେଳ ଷ୍ଟେସନରେ RPF ବ୍ୟାଗକୁ ଯାଞ୍ଚ୍ କରିଥିଲେ। ଏହି ସମୟରେ ବ୍ୟାଗରୁ 5 କେଜି ଗଞ୍ଜେଇ ମିଳିଥିଲା।

Related Posts

About The Author

Add Comment