ରାଉରକେଲାକୁ ବିଶୋଧନ କରୁଛି ଡ୍ରୋନ

Spread the love

ରାଉରକେଲା, ୦୭/୦୫ (ସନ୍ଧାନ ନିଉଜ): ଡ୍ରୋନରେ ହେଲା ସହରର ବିଭିନ୍ନ ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟର ବିଶୋଧନ । ରାଉରକେଲା ସରକାରୀ ହସ୍ପିଟାଲ, ହାଇଟେକ କୋଭିଡ ହସ୍ପିଟାଲ, ମହାନଗର ନିଗମ କାର୍ଯ୍ୟାଳୟ, ଏଡିଏମ୍ ଅଫିସ, କୋର୍ଟ ବିଲ୍ଡିଂ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ବିଶୋଧନ କରାଯାଇଛି । ସେହିପରି ସହରର ମୁଖ୍ୟ ମାର୍ଗ ଆଜି ଡ୍ରୋନ ମାଧ୍ୟମରେ ବିଶୋଧନ କରାଯିବ ବୋଲି କୁହାଯାଇଛି ।

Related Posts

About The Author

Add Comment