ରାଇରଙ୍ଗପୁରରେ ସ୍ୱାଧୀନତା ଦିବସ ପାଳିତ

Spread the love

ରାଇରଙ୍ଗପୁର, ୧୫/୦୮/୨୦୨୦ (ପରେଶ ଚନ୍ଦ୍ର ଷଡ଼ଙ୍ଗୀ/ସନ୍ଧାନ ନିଉଜ)ବନ୍ଦେ ଉତ୍କଳଜନନୀ,ଆଜି ଅଗଷ୍ଟ ମାସତା ୧୫ରିଖ୨୦୨୦ସାଲ ।ଏହି ଅଗଷ୍ଟ ୧୫ରିଖ ଦିନ ଆମ ଦେଶ ସ୍ଵାଧୀନତା ପାଇ ଅଛି । ଏଣୁ ଏହି ଦିବସ ଟି ଦେଶବାସି ପାଇଁ ଅମୁଲ୍ୟ ଦିବସ । ଏହି ଉତ୍ସବ ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଚେରି ପଡିଆ ସତ୍ସବ ମୁଖରିତ ହୋଇ ଉଠୁ ଥାଏ । କିନ୍ତୁ ଆଜି କରନା ଦାଉ ସାଜିବାରୁ ଜନସୂନ୍ୟ ଭାବେ ଦେଖିବାକୁ ମିଳିଛି । କେବଳ ଦେଶ ମାତୃକା ର ସମ୍ମାନାର୍ଥେ , ରାଇରଙ୍ଗପୁର ଉପ ଜିଲ୍ଲାପାଳ ମହୋଦୟ ଙ୍କ ଆନୁକୁଲ୍ୟ ରେ ଏବ°ପଲିସ ମହୋଦୟ ଙ୍କ ଉପସ୍ଥିତି ରେ ଦୂରତ୍ବ ରକ୍ଷା ପାଳନ କରିକି ପତାକା ଉତ୍ତୋଳନ କରାଯାଇ ଅଛି । ଉପସ୍ଥିତ ମଧ୍ୟରେ କରନା ଯୋଦ୍ଧା ଭାବେ ରାଇରଙ୍ଗପୁର ଗଷ୍ଠିସ୍ବାସ୍ଥ କେନ୍ଦ୍ର ର ଡାକ୍ତର ମହୋଦୟ ଙ୍କୁ ସନ୍ମାନ ପ୍ରଦାନ କରାଯାଇଅଛି । 

 

Related Posts

About The Author

Add Comment