ଯାଜପୁର: ଶ୍ରୀରାମପୁର ଟୋଲଗେଟ୍ ନିକଟରେ ଦୃର୍ଘଟଣା, ଜଣେ ଗୁରୁତର

Spread the love
  • 19
    Shares

ଯାଜପୁର, ୧୭/୬ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡିଆ ନିକଟସ୍ଥ ଶ୍ରରାମପୁରଟୋଲ ଗେଟ୍ ନିକଟରେ ଏକ ସ୍କ୍ରପିଓ ନମ୍ବର ଓଆର୦୪ଏଚ୍-୦୫୫୫ ଟୋଲଗେଟର ରେଲିଙ୍ଗ୍ ବାଡକୁ ଭାରସ୍ୟମ ହରାଇ ଧକ୍କା ଦେବା ଫଳରେ ଏଥିରେ ଥିବା ଗାଡିର ମାଲିକ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବଡଚଣା ମେଡିକାଲକୁ ସ୍ଥାନାନ୍ତରିକ କରାଯାଇଥିବା ବେଳେ ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ତାଙ୍କର ପରିଚୟ ମିଳିପାରିନାହିଁ । ଦୃର୍ଘଟଣା ଗ୍ରସ୍ତ ଗାଡିଟିକୁ ଧର୍ମଶାଳା ପୋଲିସ ଜବତ କରିଛି ।

  • 19
    Shares

Related Posts

About The Author

2 Comments

  1. ମନୋଜ କୁମାର ଜେନା ,ରାହଁଶାଳ ଚଣ୍ଡିଖୋଲ
    June 17, 2018

Add Comment