ଯାଜପୁର, ୨୩/୦୭ (ସନ୍ଧାନ ନିଉଜ) ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ମୋ ପୁଅ କୁ ସହାୟ ହୁଅନ୍ତୁ ଗୋଟେ ଦୁଃଖିନୀ ମାଆ ର କରୁଣ କାହାଣୀ ଜଦି କେହି ସହୃଦୟ ବ୍ୟକ୍ତି ସାହାଯ୍ଯ ର ହାତ ବଢ଼ାନ୍ତି ହୁଏତ ମୋ ପୁଅ ଭଲ ହୋଇ ଯାଇ ପାରନ୍ତା । ମୋ 7605992824,ବିନୋଦିନୀ ରାଉତ Acc no 2447001700070143 IFSC PUNB0244700 ରେ ସାହାଯ୍ୟ କରିପାରିବେ ।। କେତେ ଓଷା ବ୍ରତ କରି ପାଇ ଥିଲେ ପିଲା ଟିଏ ସେ ଚାଲି ପାରୁଛି ନା କିଛି କହି ପାରୁଛି ଯେଉଁ ବୟସରେ ପାଠ ପଢା ସହ ଖେଳ କୁଦ କରିବା କଥା ସେହି ବୟସରେ ସଯ୍ଯାସାୟୀ I ଯାହା ଆଖିରେ ଦୁନିଆ ଦେଖିବାକୁ ମାଆ ପ୍ରମୋଦିନୀ ସ୍ଵପ୍ନ ଦେଖିଥିଲେ ସେଇ ପୁଅ ପାଇଁ ସେ ଏବେ ଅନ୍ଧ ର ଲଉଡ଼ି I ସକାଳ ରୁ ସଞ୍ଜ ଯାଏ ପୁଅ ର ସେବାରେ ବିତୁଛି ମାଆ ପ୍ରମୋଦିନୀ ଙ୍କ ସମୟ I ଆମେ କହୁଛୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଭୂଷଣ୍ଡପୁର ଗ୍ରାମପଞ୍ଚାୟତର ବିଜଯ ରାଉତ ଙ୍କ ଝିଅ ପ୍ରମୋଦିନୀ ରାଉତ ଙ୍କ କରୁଣ କାହାଣୀ l ୯ ବର୍ଷର ପୁଅ ଟିଏ ହେଲେ ପୁଅ ର ସେବାରେ ନିମଗ୍ନ ମାଆ ପ୍ରମୋଦିନୀ I କୌଣସି କାରଣରୁ ପ୍ରମୋଦିନୀ ଶାଶୁ ଘର ଛାଡି ଦିର୍ଘ ଦିନ ଧରି ବାପ ଘରେ ରହି ଆସୁଛନ୍ତି l ପ୍ରମୋଦିନୀ ଙ୍କ ବାପା ବିଜଯ ରାଉତ ପରିଣତ ବୟସରେ ବି ମୂଲ ଦୁଃଖ ଲାଗି ପରିବାର ପ୍ରତିପୋଷଣ କରନ୍ତି l ନା ଅଛି ରୋଜଗାରିଆ ପୁଅ ନା ଅଛି ଅଚଳାଚଳ ସମ୍ପତ୍ତି l ଝାଟିମାଟି ଘର ଖଣ୍ଡେ ଯେମିତି ପ୍ରମୋଦିନୀ ଆଉ ତାଙ୍କ ପୁଅ ବିଜଯ ଙ୍କ ଉପରେ ବୋଝ ହୋଇ ପଡ଼ିଛନ୍ତି l ସରକାରୀ ସହାୟତା କହିଲେ ଭତ୍ତା ୫୦୦ ଟଙ୍କା l ବିଜୟ ଯାହା ମୂଲ ଦୁଃଖ କରି ଆଣନ୍ତି ସେଥିରେ ନାତିର ଔଷଧ ଖର୍ଚ୍ଚ ଦେବାପାଇଁ ନିଅଣ୍ଟ ହୋଇ ପଡୁଛି l ପ୍ରମୋଦିନୀ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ କୁ ସହୋଯାଗ ର ହାତ ବଢାଇଛନ୍ତି l
ତାଜା ଖବର
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ



