ମସଜିଦରେ ବିସ୍ଫୋରଣ, ୧୫ ମୃତ

Spread the love
ନୂଆଦିଲ୍ଲୀ, ୧୧/୦୧/୨୦୧୯ (ସନ୍ଧାନ ନିଉଜ) : ପାକିସ୍ତାନ ବେଲୁଚିସ୍ଥାନର କ୍ୱେତା ସହରରେ ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ୧୫ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସଂଧ୍ୟାରେ ମସଜିଦରେ ପ୍ରାର୍ଥନା ଚାଲୁଥିବା ବେଳେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ପୋଲିସ ଡିଏସପିଙ୍କ ସମେତ ୧୫ଜଣ ପ୍ରାଣ ହରାଇଥିବା ବେଳେ ୧୩ଜଣ ଆହତ ହୋଇଥିବା ସୂଚନା ମିଳିଛି।

Related Posts

About The Author

Add Comment