ଘଣ୍ଟେଶ୍ୱର,୩/୧୨ (ସନ୍ଧାନ ନିଉଜ) ଚାନ୍ଦବାଲି ଭଦ୍ରକ ମୂଖ୍ୟ ରାସ୍ତା ପlଲଟିଛି ମୃତ୍ୟୁର ସୌଦାଗର ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା l ଏହିଭଳି ଏକ ଘଟଣା ଘଟିଛି ଗଦି ବାହାରପାଳ ଛକ ନିକଟରେ ବାପା ନିଜ ଝିଅକୁ ମୋଟର ସାଇକେଲ ଯୋଗେ ସ୍କୁଲ୍ ନେଇ ଯାଉଥିବା ସମୟରେ ଭଦ୍ରକ ରୁ ଚାନ୍ଦବାଲି ଅଭିମୁଖେ ଆସୁଥିବା ଏକ ଇଣ୍ଡିକା କାର୍ ମୋଟର ସାଇକେଲକୁ ପିଟିବାରୁ ବାପ ଓ ଝିଅ ଗୁରୁତର ହୋଇଥିବା ଜଣାଯାଇଛି l ଗଦି ରୁ ଦମକଳବାହିନୀ ପହଂଚି ଗୁରୁତରଙ୍କୁ ତିହିଡ଼ି ମେଡିକାଲ ନେଇ ଥିବା ଜଣା ପଡିଛି ଗୁରୁତର ବାପା ଝିଅଙ୍କ ଘର ଖେରଗ ଘଟପୁର ଜଣାପଡିଚି l
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ଓ ଝିଅ ଗୁରୁତର
|
December 3, 2019 |
