ଭୃଦାନ ଆନେ୍ଦଳନ ସହଯାତ୍ରୀଙ୍କ ପରଲୋକ

Spread the love
  • 5
    Shares

ବଡଚଣା, ୧୩/୦୭, (ସନ୍ଧାନ ନିୟୁଜ)- ଚଣ୍ଡିଖୋଲ ନିକଟସ୍ଥ କୋଳିଅଠା ଗ୍ରାମର ବସନ୍ତ ମଞ୍ଜରୀ ବଳ (୯୦)ଙ୍କର ତାଙ୍କ ବାସ ଗୃହରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ବସନ୍ତ ମଞ୍ଜରୀଦେବୀ ଯୁବାବସ୍ଥାରେ ସ୍ୱାଧିନତା ସଂଗ୍ରାମ ସମୟରେ ବରୀ ଅଞ୍ଚଳରେ ଗୋପବନ୍ଧୁ ଚୌଧୁରୀ, ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ଓ ରମାଦେବୀ ପ୍ରମୁଖଙ୍କ ସାନିଦ୍ୟ ଲାଭ କରି ଜାତୀୟ ସେବା କାର୍ଯ୍ୟରେ କିଛି କିଛି ସମୟ ବିତାଇଥିଲେ । ମୃତ୍ୁ୍ୟ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ପୋଲିସ୍ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ବଳ, ଚନ୍ଦ୍ର ଶେଖର ବଳ, ଶୁଭେନ୍ଦୁ ବଳ, ଜ୍ୱାଇଁ ବରିଷ୍ଠ ଖବରଦାତା ଦୀଲିପ କୁମାର ମହାନ୍ତି, କଲ୍ୟାଣୀ ମହାପାତ୍ର, ଜୟଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କନିଷ୍ଠ ପୁତ୍ର ଶୁଭେନ୍ଦୁ ମୁଖାଗ୍ନି ଦେଇଥିଲେ ।

  • 5
    Shares

Related Posts

About The Author

Add Comment