ସୁନ୍ଦରଗଡ ତା: ୧୩/୧/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଗତ କାଲି ଦିନ ୧୨ଟା ସମୟରେ ସୁନ୍ଦରଗଡ ତଥା ତାର ଆଖପାଖ ଅଞ୍ଚଳରେ ଓଡ଼ିଶା ମାଇନିଙ୍ଗ ପ୍ରାଇଭେଟ ସଂସ୍ଥା ତରଫରୁ ଆରମ୍ଭ କରାଯାଇଛି । ଏହି ସର୍ଭେ ଦ୍ଵାରା ଜିଲ୍ଲାର ଭୂତଳେ ଥିବା ଖଣିଜ ପଦାର୍ଥ ର ଅନ୍ୱେଷଣ କରିବ । ଏଥିରେ ଜିଲ୍ଲାର ଜନ୍ ସାଧାରଣଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ମାଇନିଙ୍ଗ ପ୍ରାଇଭେଟ୍ ସଂସ୍ଥା ତରଫରୁ କୁହାଯାଇଛି । ଏଥିରେ ଅଞ୍ଚଳର ଜମି ଅଧିକରଣ ପାଇଁ କରାଯାଉ ନ ଥିବା ସ୍ପଷ୍ଟ କରା ଯାଇଛି ।
ଭୂତଳ ସମ୍ପଦ ଅନ୍ୱେଷଣ ପାଇଁ ଜିଲ୍ଲାରେ ହେଲିକପ୍ଟର ସର୍ଭେ
|
January 13, 2025 |
