ବ୍ରହ୍ମରବଦା ପଂଚାୟତରେ ସରପଂଚ ପ୍ରାର୍ଥି ମାନଙ୍କ ମଧ୍ୟର କଡ଼ା ଟକ୍କର

Spread the love

ଯାଜପୁର ସଦର,୧୧/୦୨/୨୦୧୨ (ସନ୍ଧାନ ନିଉଜ): ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତରେ ତ୍ରୀସ୍ତରିୟ ନିର୍ବାଚନ ହେବାକୁ ଥିବା ବେଳେ, ଏହି ପଂଚାୟତରେ ବହୁ ପୁରୁଣା ମୁହଁ ଥିବା ବେଳେ, ଏହି ପଂଚାୟତର ନିର୍ବାଚନ ଲଢ଼ୁଥିବା ସରପଂଚଙ୍କ ମଧ୍ୟରେ କଡ଼ା ଟକ୍କର ରହିଥିବା ଦେଖିବାକୁ ମିଳୁଚି । ଏହି ପଂଚାୟତରେ ୭ଜଣ ପ୍ରାର୍ôଥ ନିର୍ବାଚନ ଲଢ଼ୁଥିବା ବେଳେ, ବିଶେଷକରି ମହିଳା ପ୍ରାର୍ଥି ଆଗରେ ଥିବା ଦେଖିବାକୁ ମିଳିଚି । ଯାହାକି ଆଗରୁ ଏହି ପଂଚାୟତ ଶାସକ ଦଳ ହାତରେ ରହିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶାସକ ଦଳ ନିର୍ବାଚନ ଲଢ଼ୁଥିବା ବେଳେ, ବ୍ରହ୍ମରଦା ପଂଚାୟତରୁ ପଲ୍ଲୀପୁଷ୍ପା ମହାରଣା ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ଚିହ୍ନ ନଙ୍ଗଳ ଚିହ୍ନ ରହିଥିବା ବେଳେ, ଖୋଲା ବହି ଶ୍ରୀମତୀ ଦେଓ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ସିଡ଼ି, ବରଗଛ, ସୂର୍ଯ୍ୟ, ମାଛ, ଛତା ଏହି ଚିହ୍ନ ମାନଙ୍କରେ ପ୍ରାର୍ଥି ମାନେ ନିର୍ବାଚନ ଲଢୁଛନ୍ତି । ବ୍ରହ୍ମବରଦା ପଂଚାୟତ କାହା ହାତକୁ ଯିବା ତାହା ଦେଖିବାକୁ ରହିଲା ।

Related Posts

About The Author

Add Comment