ବୈତରଣୀ ନଦୀରେ ବୁଡି ନାବାଳକର ମୃତ୍ୟୁ

Spread the love

କେନ୍ଦୁଝର ୨୫/୫ (ସନ୍ଧାନ ନିୟୁଜ) : କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମ କାଶିବଣିଆ ସାହିର ଜଣେ୧୨ବର୍ଷ ନାବାଳକ ଗୁରୁବାର ପୂର୍ବାହ୍ନରେ ତୋଣ୍ଡ ଡ଼ଙ୍ଗା ଘାଟକୁ ଗାଧୋଇବାକୁ ଯାଇ ବୁଡିଯାଇ ମୃତ୍ୟ ବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ହଳଧର ନାଏକଙ୍କ ପୁଅ ରଜେଶ ନାଏକ। ଘଟଗାଁ ପୋଲିସ ମୃତକ ନାବାଳକର ମୃତଦେହକୁ ଜବତ କରି ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଛେଦ କରାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

 

Report S pati

Related Posts

About The Author

Add Comment