ବେଦବ୍ୟାସ ମେଳା ପାଇଁ ପ୍ରସ୍ତୁତି ଶେଷ 

ରାଉରକେଲା, ୧୯/୨/୨୦ (ସନ୍ଧାନ ନିଉଜ) : ଆସୁଛି ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇପଡିଛି ଷ୍ଟିଲ ସିଟି ରାଉରକେଲା ସହର । ବେଦବ୍ୟାସ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରୁ ଉଠା ଦୋକାନୀଙ୍କ ଗହଳି ଜମିଲାଣି । କେବଳ ଉଠା ଦୋକାନୀ ନୁହେଁ, ବିଭିନ୍ନ ପ୍ରକାର ଦୋଳିର ମଜା ନେବେ ସ୍ଥାନୀୟ ଲୋକେ । ପୁରା ଜିଲ୍ଲାବାସୀ ଏହି ମେଳାକୁ ମନଭରି ଉପଭୋଗ କରିଥାନ୍ତି ।ଏହି ମେଳା ଦୀର୍ଘ 100 ବର୍ଷ ଧରି ଏଠାରେ ଚାଲି ଆସୁଛି ।

Related Posts

About The Author

Add Comment