ବି.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ଇଗ୍ନୋ ଅଧିୟନକେନ୍ଦ୍ରକୁ ‘ଏ’ ଗ୍ରେଡ଼୍ ମାନ୍ୟତା

Spread the love
  • 14
    Shares

ବଡଚଣା, ୩/୬(ସନ୍ଧାନ ନିୟୁଜ୍/ଆର୍ତତ୍ରାଣ ସାହୁ)- ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଚଣ୍ଡିଖୋଲ ଠାରେ ପ୍ରତିଷ୍ଟା ହୋଇଥିବା ଇଗ୍ନୋ ଅଧ୍ୟୟନ କେନ୍ଦ୍ରକୁ ମୁକ୍ତ ବିଶ୍ୱବିଦ୍ୟାଳୟ ଏ ଗ୍ରେଡ଼୍ ମାନ୍ୟତା ପ୍ରଦାନ କରାଯାଇଛି । ଏଥି ସହିତ ଉକ୍ତ ଅଧ୍ୟୟନ କେନ୍ଦ୍ରକୁ ଜୁନ୍-୨୦୧୮ ପରୀକ୍ଷା କେନ୍ଦ୍ର ରୂପେ ମଧ୍ୟ ଚୟନ କରାଯାଇଛି । ଉଲ୍ଲେଖ ଯେ ଏହା ଯାଜପୁର ଜିଲ୍ଲାର ଏକମାତ୍ର ଇଗ୍ନୋ ପରୀକ୍ଷା କେନ୍ଦ୍ର ଯେଉଁଠି ବିଭିନ୍ନ ପାଠ୍ୟକ୍ରମରେ ୩ ହଜାର ୫ ଶହ ପାଖା ପାଖି ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

  • 14
    Shares

Related Posts

About The Author

Add Comment