ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ତାରିଖ, ମେ’ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା

Spread the love

ବାରିପଦା, ୦୩/୦୧/୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):-: ରାଜ୍ୟ ସରକାର ମାଟ୍ରିକ୍ ପରୀକ୍ଷା ନେଇ କରିଛନ୍ତି ବଡ଼ ଘୋଷଣା ମେ୩ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଏହି ପରୀକ୍ଷା ମେ୧୫ ଯାଏଁ ଚାଲିବ ବୋଲି ସୂଚନା ରହିଛି । ସେହିପରି ମେ୧୫ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେବା ନେଇ ସୂଚନା ରହିଛି। ଏଥିସହିତ ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ। ଅଷ୍ଟମରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ। ଅପ୍ରେଲ ୨୬ ଯାଏଁ ପାଠପଢ଼ା ଚାଲିବ ବୋଲି ସୂଚନା ରହିଛି। ମୋଟ୍ ୧୦୦ ଦିନ ପର୍ଯ୍ୟନ୍ତ ପାଠପଢ଼ା ହେବା ନେଇ ସୂଚନା ରହିଛି । ଶନିବାର ରବିବାର ମଧ୍ୟ ପାଠପଢ଼ା ହେବ । ରାଜ୍ୟ ସରକାରଙ୍କ ଏପି ଗାଇଡଲାଇନ୍ ପାଳନ କରି ପାଠପଢ଼ା ଯିବ ବୋଲି ସୂଚନା ରହିଛି।

Related Posts

About The Author

Add Comment