ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀ ଗୁଳି କଲେ

Spread the love
  • 10
    Shares

ମାଲକାନାଗିରି, ୧୧/୦୬ (ସନ୍ଧାନ ନିୟୁଜ୍)-  ପାଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଘରେ ପସି ଜଣକୁ  ଗୁଳି କରିଛନ୍ତି ।  ମିଳିଥିବା ସୂଚନା ଅନୁସାରେ   ପାଲିସ୍ ଇନଫର୍ମର ସନ୍ଦେହରେ ୧୦ / ୧୫ ଜଣ ମାଓବାଦୀ    ରବିବାର ବିଳମ୍ବିତ ରାତିରେ କାଲିମେଳା ଥାନା ଅନ୍ତର୍ଗତ ସିଲାକଟା ଗାଁ ର ମଙ୍ଗୁଳୁ ବାଂଜାମୀ ଘରେ ବସି ତା ଉପରକୁ ଗୁଳି ଚଳାଇ ଚାଲିଯାଇଥଥିଲେ । ଗୁଳିଟି ମଙ୍ଗୁଳୁ ର ଜଂଘରେ ବାଜିଛି । ଘଟଣାସ୍ଥଳରୁ ଗୁଳି ଓ ଖୋକା ଜବତ ହୋଇଛି । ଗୁରୁତର ଅବସ୍ଥାରେ ମଙ୍ଗୁଳୁକୁ   ମାଲକାନାଗିରି ହସପିଟାଲରେ ଭର୍ତି କରାଯାଇଛି ।

  • 10
    Shares

Related Posts

About The Author

Add Comment