ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା

Spread the love

ସମ୍ବଲପୁର, ୧୪/୦୬ (ସନ୍ଧାନ ନିଉଜ) ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା । ସମ୍ବଲପୁର ଜିଲ୍ଲା ଧମା ଥାନା ସାହାସପୁର ଅର୍ଡା ଗାଁର ଘଟଣା । ମୃତ ଦମ୍ପତ୍ତି ହେଲେ ହେମନ୍ତ ବାଗ ଓ ସ୍ତ୍ରୀ ବବି ବାଗ ବୋଲି ଜଣାପଡିଛି । ପାରିବାରିକ କଳହକୁ କେନ୍ଦ୍ର କରି ଦୁହେଁ ଅଲଗା ରହୁଥିଲେ । କିନ୍ତୁ ଗତକାଲି ସ୍ତ୍ରୀ ବବି ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଥିଲେ , ଏହା ଖବର ପାଇ ସ୍ବାମୀ ହେମନ୍ତ ଘରକୁ ଆସିଥିଲେ । ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ପାରାକୁଏଟ୍ ଖାଇ ଆତ୍ମହତ୍ୟା କରିଥିଲେ ।

Related Posts

About The Author

Add Comment