ନିର୍ଭୟା କେସ୍

Spread the love

ନୂଆଦିଲ୍ଲୀ , ୨୭/୧/୨୦ (ସନ୍ଧାନ ନିଉଜ ) : ନିର୍ଭୟା ରେପ ଏବଂ ମର୍ଡର କେସରେ ମୃତ୍ୟୁ ଦଣ୍ଡ ପାଇଥିବା ଦୋଷୀ ମୁକେଶର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଖାରଜ ହେବା ବିରୁଦ୍ଧରେ କରାଯାଇଥିବା ଯାଚିକା ଉପରେ ସୁପ୍ରୀମ କୋର୍ଟରେ ତତ୍କାଳ ଶୁଣାଣି ପାଇଁ ଆବେଦନ କରାଯାଇଛି। ଏହା ଉପରେ ସୁପ୍ରୀମ କୋର୍ଟ କହିଛନ୍ତି ଯଦି କାହାକୁ ଆସନ୍ତା ଏକ ତାରିଖରେ ଫାଶୀ ଦିଆଯିବ ତେବେ ତାହା ଅଧିକ ଗୁରୁତ୍ତୱପୂର୍ଣ୍ଣ।

ଯାଚିକା ସମ୍ବନ୍ଧିତ ଆବଶ୍ୟକୀୟ କାଗଜପତ୍ର ଅଧିକାରୀଙ୍କ ପାଖରେ ପହଁଚାଇବା ପାଇଁ କୁହାଯାଇଛି।

Related Posts

About The Author

Add Comment