ଧର୍ମଶାଳା: ହିମାଳୟ ପର୍ବତ ଆରୋହୀ ସମ୍ବର୍ଦ୍ଧିତ

Spread the love

ଧର୍ମଶାଳା ୨୩/୬(ସନ୍ଧାନ ନିୟୁଜ୍)- ଚଣ୍ଡିଖୋଲ ନିକଟସ୍ଥ ପଟୁଣିଆ ପଂଚାୟତ ବଡନଛିପୁର ଗ୍ରାମର ଅଶୋକ ଦଳାଇଙ୍କ ଝିଅ ସଂଘମିତ୍ରା ଦଳାଇ ଟାଟା କମ୍ପାନୀ ପକ୍ଷରୁ ହିମାଳୟ ପର୍ବତ ଆରୋହଣ କରି ଦକ୍ଷତା ଅର୍ଜନ କରିଛନ୍ତି । ତାଙ୍କ କୃତିତ୍ୱ ପାଇଁ ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ‘ସାହିତ୍ୟ ଦର୍ପଣର କବିତା ପାଠୋସôବ’ ଉସôବରେ ମୁଖ୍ୟ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗ ଦେଇ ସଂଘମିତ୍ରାକୁ ପୁଷ୍ପଗୁଛ, ପ୍ରମାଣପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Report- Manas Rout

Related Posts

About The Author

Add Comment