ଧର୍ମଶାଳାର ସ୍ୱାଧିନ ପ୍ରାର୍ଥି ଲିକୁ ସାହୁ ପ୍ରାର୍ଥି ପତ୍ର ଦାଖଲ କଲେ

Spread the love

ଯାଜପୁର  ୧୩/୦୫(ସନ୍ଧାନ ନିୟୁଜ୍): ଯାଜପୁର ଜିଲ୍ଲାରେ ୨୦୨୪ ବିଧାନ ସଭା ନିର୍ବାଚନ କରାଯାଉଥିବାରୂ ବିଜେପିର ଅହଂ ଏବଂ ଅହଙ୍କାର ଭାବକୁ ନେଇ ଧର୍ମଶାଳର ବିକାଶ ଲାଗି ଏ ଲଢ଼େଇ ମୋର ନୁହେଁ ଏ ଲଢ଼େଇ ହେଉଚି ଆପଣ ମାନଙ୍କର ମୁଁ ନିମିତ ମାତ୍ର । ଭାରତୀୟ ଜନତା ପାର୍ଟି ମତେ ଟିକେଟ ନଦେବାରୁ ଲୋକ ମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଥିବା ବେଳେ, ଧର୍ମଶାଳ ମାଟିର ସ୍ୱାଭିମାନ ପାଇଁ ଆପଣ ମାନଙ୍କର ଆଶ୍ରୀର୍ବାଚ ମୋ ପାଇଁ ମଥାରେ ଚନ୍ଦନ ହୋଇ ଲାଗି ରହିବା ଯାହାକି ଆପଣ ମାନଙ୍କ ସେବା କରିବା ପାଇଁ ସଂଙ୍କଳ୍ପବଦ୍ଧ । ଧର୍ମାଶଳା ମାଟିର ଆପଣ ମାନଙ୍କର ପୁଅ ହୋଇଥିବାରୁ ଭ୍ରଷ୍ଟାଚାର ଦୁର୍ନିତୀ ହଟାଇବା ପାଇଁ ମୁଁ ସଂଙ୍କଳ୍ପ ନେଇଚି । ଭ୍ରଷ୍ଟାଚାର ଦୁର୍ନିତୀ ଚରମ ସିମାରେ ପହଁଞ୍ôଚଥିବାରୁ ଆପଣ ମାନଙ୍କ ସେବା କରିବା ପାଇଁ ମୋର ଏକାନ୍ତ କାମ୍ୟ । ସ୍ୱାଧିନ ପ୍ରାର୍ôଥ ଶ୍ରୀଯୁକ୍ତ ଲିକୁ ସାହୁ ପୂଜାର୍ଚ୍ଚନା ସାରି ପ୍ରଭୁଙ୍କ ଆଶ୍ରୀର୍ବାଦ ନେଇ ହଜାର ହଜାର କର୍ମି ମାନଙ୍କୁ ସାଙ୍ଗରେ ଧରି ପ୍ରଭୂ ଗୋକଣ୍ଣ୍ରେଶ୍ୱରଙ୍କ ଆଶ୍ରୀର୍ବାଦକୁ ପାଥେୟ କରି ଆଜି ଯାଜପୁର ଅଭିମୁଖେ ପ୍ରାର୍ଥି ପତ୍ର ଦାଖଲ କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ôଚ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ନିକଟରେ ପ୍ରାର୍ଥି ପାତ୍ର ଦାଖଲ କରିଥିଲେ ।

Related Posts

About The Author

Add Comment