Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଝାରପଡା ଜେଲ୍ରେ କଏଦୀ ମୃତ ଝାରପଡା ଜେଲ୍ରେ କଏଦୀ ମୃତ 2005lindadavis1989 | January 17, 2021 | Spread the love ବାରିପଦା, 17.01.2021(ସନ୍ଧାନ ନିଉଜ୍): ଭୁବନେଶ୍ବର ଝାରପଡା ଜେଲ୍ ରେ କଏଦୀର ମୃତ୍ୟୁ ଅଭିଯୋଗ । ମୃତ କଏଦୀ ନୟାଗଡ ଜିଲ୍ଲାର ରବି ଦୁଲ୍ଲା ବୋଲି ଜଣାପଡିଛି । ରବି ଦୁଲ୍ଲା ୨୦୦୮ ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ରହିଥିଲେ । ରବି ନୟାଗଡ ଥାନା ପୋଡି ଘଟଣାର ଅଭିଯୁକ୍ତ ଥିଲେ । Related Posts ଚୋରା ମଦ ବେପାର ପାଇଁ ଆକ୍ରମଣ :୪ ଗୁରୁତର November 27, 2019 | Sandhan News | ଅଧିକ ପଢନ୍ତୁ କରୋନା କଟକଣା ବଡବଡିଆଙ୍କୁ ମାଫ୍; ନିରିହ ଉପରେ ଦାଉ ସାଧୁଛି ପୋଲିସ June 4, 2021 | Sandhan News | ଅଧିକ ପଢନ୍ତୁ ଟଙ୍କା ଲୁଟ ଓ ମାରଧର ଅଭିଯୋଗ ରେ ଫୁଲବାଣୀ ର ପୂର୍ବତନ ବିଜେଡି ବିଧାୟକ ଜେଲ ହାଜତକୁ ଗଲେ February 23, 2021 | Manas Kumar Rout | ଅଧିକ ପଢନ୍ତୁ ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଳ୍ା ପ୍ରଶାସନର ତନଖି । August 21, 2020 | Sandhan News | ଅଧିକ ପଢନ୍ତୁ About The Author 2005lindadavis1989 More From This Author Add Comment Cancel reply Save my name, email, and website in this browser for the next time I comment.
ଟଙ୍କା ଲୁଟ ଓ ମାରଧର ଅଭିଯୋଗ ରେ ଫୁଲବାଣୀ ର ପୂର୍ବତନ ବିଜେଡି ବିଧାୟକ ଜେଲ ହାଜତକୁ ଗଲେ February 23, 2021 | Manas Kumar Rout | ଅଧିକ ପଢନ୍ତୁ