Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଝାରପଡା ଜେଲ୍ରେ କଏଦୀ ମୃତ ଝାରପଡା ଜେଲ୍ରେ କଏଦୀ ମୃତ 2005lindadavis1989 | January 17, 2021 | Spread the love ବାରିପଦା, 17.01.2021(ସନ୍ଧାନ ନିଉଜ୍): ଭୁବନେଶ୍ବର ଝାରପଡା ଜେଲ୍ ରେ କଏଦୀର ମୃତ୍ୟୁ ଅଭିଯୋଗ । ମୃତ କଏଦୀ ନୟାଗଡ ଜିଲ୍ଲାର ରବି ଦୁଲ୍ଲା ବୋଲି ଜଣାପଡିଛି । ରବି ଦୁଲ୍ଲା ୨୦୦୮ ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ରହିଥିଲେ । ରବି ନୟାଗଡ ଥାନା ପୋଡି ଘଟଣାର ଅଭିଯୁକ୍ତ ଥିଲେ । Related Posts ଡ୍ରେନେଜ ବିଭାଗ ପକ୍ଷରୁ ଚାରିବାଟିଆ ଠାରେ ନିର୍ମାଣଧିନ ବ୍ରିଜକାର୍ଯ୍ୟ ନିମ୍ନ ମାନର April 17, 2026 | Manas Kumar Rout | ଅଧିକ ପଢନ୍ତୁ ଆଇଜିଏଚ୍ରେ କୋଭିଡ୍-୧୯ ଟେଷ୍ଟ ଲାଗି ପରୀକ୍ଷାଗାର ଉଦ୍ଘାଟିତ April 16, 2020 | Manas Kumar Rout | ଅଧିକ ପଢନ୍ତୁ ଦେଶରେ ଗତ ୨୪ ଘଣ୍ଟାରେ ୩.୩୩ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୫୨୫ ମୃତ January 23, 2022 | Sandhan News | ଅଧିକ ପଢନ୍ତୁ କ୍ୟାପିଟାଲ ଲିଜିଅନ ଗଙ୍ଗ ଗୋଟ୍ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ April 22, 2021 | Sandhan News | ଅଧିକ ପଢନ୍ତୁ About The Author 2005lindadavis1989 More From This Author Add Comment Cancel reply Save my name, email, and website in this browser for the next time I comment.
ଡ୍ରେନେଜ ବିଭାଗ ପକ୍ଷରୁ ଚାରିବାଟିଆ ଠାରେ ନିର୍ମାଣଧିନ ବ୍ରିଜକାର୍ଯ୍ୟ ନିମ୍ନ ମାନର April 17, 2026 | Manas Kumar Rout | ଅଧିକ ପଢନ୍ତୁ
ଦେଶରେ ଗତ ୨୪ ଘଣ୍ଟାରେ ୩.୩୩ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୫୨୫ ମୃତ January 23, 2022 | Sandhan News | ଅଧିକ ପଢନ୍ତୁ
କ୍ୟାପିଟାଲ ଲିଜିଅନ ଗଙ୍ଗ ଗୋଟ୍ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ April 22, 2021 | Sandhan News | ଅଧିକ ପଢନ୍ତୁ