ଜାତୀୟ ଲୋକ ଅଦାଲତ ୧୯ ତାରିଖରେ

Spread the love

ଯାଜପୁର, ୧୫/୦୯/୨୦୨୧ (ସନ୍ଧାନ ନିଉଜ) : ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଲୋକ ଅଦାଲତ ଯାଜପୁର ସହର ସ୍ଥିତ ସିଭିଲ କୋର୍ଟ ପରିସରରେ ଚଳିତ ମାସ ୧୯ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ବିଭିନ୍ନ ମକଦ୍ଦମାର ପଂଏସଲା କରାଯିବ । ଏଥିରେ ବିଭିନ୍ନ ବକେୟା ମାମଲା ଗୁଡିକର ତ୍ୱରିତ ବିଚାର କରାଯିବାର ବ୍ୟବସ୍ଥା କରାଯିବ । ଏହାର ସପଂଳ ରୂପାୟନ ନିମନ୍ତେ ଆଇନ ସେବା ପ୍ରାଧିକରଣର ସଂପାଦକ ଅବଗତ କରାଇଚ୍ଥନ୍ତି ।

Related Posts

About The Author

Add Comment