ଜାତୀୟ କଂଗ୍ରେସ ପକ୍ଷରୁ ସୁଦିପ୍ତ କୁମାର କର ପ୍ରାର୍ଥିପତ୍ର ଦାଖଲ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୧୩ା୦୫: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ପୂଜାର୍ଚ୍ଚନା କରି ଶ୍ରୀଯୁକ୍ତ ସୁଦିପ୍ତ କୁମାର କର ଜାତୀୟ କଂଗ୍ରେସର ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଏବଂ ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ବିଧାନ ସଭା ଆସନ ପାଇଁ ଲଢ଼େଇ କରୁଚି । ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧାକୁ ପାଥେୟ କରି ଆଜି ଦିନ ୧୨ଟା ବେଳେ ହଜାର ହଜାର ସମର୍ଥକ ମାନଙ୍କୁ ନେଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଯାଜପୁର ଲୋକସଭା ପ୍ରାର୍ଥି ଅଞ୍ଚଳ ଦାସ ଜାତୀୟ କଂଗ୍ରେସର ବରିଷ୍ଟ ସଦସ୍ୟ ଭ୍ରଷ୍ଟାଚାର ଦୁର୍ନିତୀକୁ ଜବାବ ଦେବାଲାଗି ଲୋକମାନଙ୍କ ମୁହଁରେ ହସ ଫୁଟାଇବାପାଇଁ ଲଢ଼େଇ ମୋର ନୁହେଁ ଏ ଲଢ଼େଇ ଯାଜପୁର ବାସୀଙ୍କର ।

Related Posts

About The Author

Add Comment