Homeଆନ୍ତର୍ଜାତୀୟଚନ୍ଦ୍ର ପୃଷ୍ଠକୁ ଯାଇଥିବା ବିଶ୍ୱର ଚତୁର୍ଥ ବ୍ୟକ୍ତି ଆଲେନ ବିନଙ୍କର ପରଲୋକ ଚନ୍ଦ୍ର ପୃଷ୍ଠକୁ ଯାଇଥିବା ବିଶ୍ୱର ଚତୁର୍ଥ ବ୍ୟକ୍ତି ଆଲେନ ବିନଙ୍କର ପରଲୋକ Manas Kumar Rout | May 27, 2018 | Spread the love ୱାସିଙ୍ଗଟନ/ନୂଆଦିଲ୍ଲୀ, 27/5(ସନ୍ଧାନ ନିୟୁଜ୍) ଦୁଇଥର ଅନ୍ତରୀକ୍ଷ ଯାତ୍ରା କରିଥିବା ନାସାର ଅନ୍ତରୀକ୍ଷ ଯାତ୍ରୀ ଆଲେନ ବିନଙ୍କର ୮୬ ବର୍ଷ ବୟୟରେ ଆମେରିକାର ହ୍ୟୁଷ୍ଟନ ସହରରେ ପରଲୋକ ହୋଇଯାଇଛି। ସେ ୧୯୬୯ ରେ ‘ଆପୋଲୋ ୧୨’ ମିଶନରେ ଭାଗ ନେଇଥିଲେ ଏବଂ ଚନ୍ଦ୍ର ପୃଷ୍ଠକୁ ବିଶ୍ୱର ଚତୁର୍ଥ ବ୍ୟକ୍ତି ଥିଲେ। ଆପୋଲୋ-୧୨ ଅନ୍ତରୀକ୍ଷ ଯାନର ଲୁନାର ମଡ୍ୟୁଲ ପାଇଲଟ ବିନ ସେଠାରେ ୩୧ ଘଣ୍ଟା ବିତାଇଥିଲେ। ଅନ୍ତରୀକ୍ଷରେ ସର୍ବମୋଟ ୬୯ ଦିନ ବିତାଇଥିବା ବିନ ଭବିଷ୍ୟତର ଅନ୍ତରୀକ୍ଷ ଯାତ୍ରିମାନଙ୍କର ପ୍ରସ୍ତୁତି ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ନାସା ଶନିବାରଦିନ ରାତିରେ ତାଙ୍କର ନିଧନ ବିଷୟରେ ସୂଚନା ଦେଇଛି। ବିନଙ୍କର ଜନ୍ମ ୧୫ ମାର୍ଚ୍ଚ ୧୯୩୨ ରେ ଟେକ୍ସାସର ହ୍ୱିଲରରେ ହୋଇଥିଲା ଏବଂ ସେ ଫୋର୍ଟୱର୍ଥ ହାଇସ୍କୁଲରେ ପାଠପଢ଼ିଥିଲେ। ଏହା ପୂର୍ବରୁ ନୌସେନାରେ ପାଇଲଟ ଥିଲେ କିନ୍ତୁ ୧୯୬୩ ରେ ନାସାରେ ଯୋଗ ଦେଇଥିଲେ। Related Posts ରାହୁଲଙ୍କ ମୁହଁ ଉପରେ ସବୁଜ ଆଲୋକ ସ୍ନାଇପର୍ ଗନ୍ର ଆଲୋକ ନଥିଲା ବରଂ କଂଗ୍ରେସ ଫଟୋଗ୍ରାଫରଙ୍କର ମୋବାଇଲ କ୍ୟାମେରାର ଆଲୋକ ଥିଲା April 11, 2019 | Sandhan News | ଅଧିକ ପଢନ୍ତୁ ‘ଭିଏଲଡବ୍ଲ୍ୟୁଙ୍କ ଗଣଦୁଷ୍କର୍ମ ଓ ହତ୍ୟାକୁ ଲୁଚାଇବାକୁ ଅପରାଧୀଙ୍କ ମୁଖପାତ୍ର ସାଜିଛନ୍ତି ଯାଜପୁର ଏସପି’ October 19, 2019 | Manas Kumar Rout | ଅଧିକ ପଢନ୍ତୁ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ସମୟରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର, ଗୁଇନ୍ଦା ବିଭାଗ କଲା ସତର୍କ October 16, 2018 | Santosh Rout | ଅଧିକ ପଢନ୍ତୁ ଅଗଷ୍ଟରେ ମାସରେ ଉତ୍କ୍ଷେପଣ ହେବ ଚନ୍ଦ୍ରଯାନ -୩, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ February 3, 2022 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ରାହୁଲଙ୍କ ମୁହଁ ଉପରେ ସବୁଜ ଆଲୋକ ସ୍ନାଇପର୍ ଗନ୍ର ଆଲୋକ ନଥିଲା ବରଂ କଂଗ୍ରେସ ଫଟୋଗ୍ରାଫରଙ୍କର ମୋବାଇଲ କ୍ୟାମେରାର ଆଲୋକ ଥିଲା April 11, 2019 | Sandhan News | ଅଧିକ ପଢନ୍ତୁ
‘ଭିଏଲଡବ୍ଲ୍ୟୁଙ୍କ ଗଣଦୁଷ୍କର୍ମ ଓ ହତ୍ୟାକୁ ଲୁଚାଇବାକୁ ଅପରାଧୀଙ୍କ ମୁଖପାତ୍ର ସାଜିଛନ୍ତି ଯାଜପୁର ଏସପି’ October 19, 2019 | Manas Kumar Rout | ଅଧିକ ପଢନ୍ତୁ
ପଶ୍ଚିମବଙ୍ଗରେ ଦୁର୍ଗାପୂଜା ସମୟରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର, ଗୁଇନ୍ଦା ବିଭାଗ କଲା ସତର୍କ October 16, 2018 | Santosh Rout | ଅଧିକ ପଢନ୍ତୁ
ଅଗଷ୍ଟରେ ମାସରେ ଉତ୍କ୍ଷେପଣ ହେବ ଚନ୍ଦ୍ରଯାନ -୩, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ February 3, 2022 | Sandhan News | ଅଧିକ ପଢନ୍ତୁ