ଗଛରେ ବାଇକ ପିଟି ହୋଇ ଦୁଇ ମୃତ :  ଜଣେ ଗୁରୁତର 

Spread the love

ନୟାଗଡ଼, ୨୦/୦୨ (ସନ୍ଧାନ ନିଉଜ) : ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୁପ୍ତପଲ୍ଲୀ ଗ୍ରାମ ନିକଟରେ ଏକ ଅଜଣା ଯୁବକଙ୍କ ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଛି। ଯୁବକଙ୍କ ବୟସ ୩୦ବର୍ଷ ଭିତରେ ହୋଇଥିବା ଆନୁମାନ କରାଯାଉଥିବାବେଳେ ଏହି ବ୍ୟକ୍ତିଙ୍କୁ କେହି ହତ୍ୟା କରି ଏଠାରେ ଝୁଲାଇ ଦେଇଥିବା କୁହାଯାଉଛି। ଯୁବକର ହାତ ଦୁଇଟି ଝୁଲି ରହିଥିବାବେଳେ ଆଣ୍ଠୁ ଦୁଇଟି ପୁରା ଭୂଇଁରେ ଲାଗିଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଁଚି ଘଟଣା ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି।

Related Posts

About The Author

Add Comment